ଚକ ଚକିଆ ଲୁଟ

ଚକ ଚକିଆ ଲୁଟ
------------------------
ସଂଘିୟ ଉଦ୍ୟମ ସଂସ୍କୃତ ଓ ସମୃଦ୍ଧ କିଏ ନ ଜାଣିଛି,
ଅଟେ ସେ ସୁରକ୍ଷା, ଦେଶ, ଜାତି, ସମାଜ ପ୍ରୀତି, 
ସେଠି ମିଳେ ସମସ୍ତଙ୍କୁ ସେବା ଓ କରୁଣା ବଡ ଓ ଅବହେଳିତ ପାଇ ।

ଅପରାଧୀ ଗୁପ୍ତ ସଂଗଠନ ବଳ ଓ ଶକ୍ତି ର ଛାଇ,
ବିଭିନ୍ନ ଦେଶ ଅଧିକାର ସଂଘବଦ୍ଧ ହୋଇ ଆଜି ସେ ବି କଲେଣି ।

ଖଣି, ଚାଷ, ଜଙ୍ଗଲ, ଜଳ ଜମି ହାତେଇ ଶକ୍ତି,
ଏବେ ବାହାରିଛନ୍ତି ଦଳେ ଲୁଟି ସ୍ବାସ୍ଥ୍ୟ ଦେବା ପାଇଁ, 
ତାଙ୍କୁ ବୋଲାଯାଏ, କର୍ପୋରେଟ ହସ୍ପିଟାଲ ଜାଣନ୍ତି କି ?

୧୩୦ କୋଟିରେ ୩୦ କୋଟି ଗରିବ
ରୋଗ ମାନେନି, ଉଚ୍ଚ ଆଉ ନୀଚ୍ଚ ।

ହସ୍ପିଟାଲ ବେଡ ଦେଶରେ ୧୧୮୫୨୪୨ ପ୍ରାଇଭେଟ୍, 
ହେଲେ ୭୧୩୯୮୬ ସରକାରୀ ଅଟେ,
ଆଇ ସି ଇଉ ବେଡ କହିଲେ ହସ ମାଡେ 
୫୯୨୬୨ ପ୍ରାଇଭେଟ୍ କୁ ୩୫୬୯୯ ସରକାରୀ ଅଟେ ।

ଭେନ୍ତିଲେଟର ୨୯୬୩୧ ପ୍ରାଇଭେଟ୍ କୁ ୧୭୮୫୦ ସରକାରୀ,
ଏଠୁ ବୁଝିବା ସରକାରଙ୍କ ଅବହେଳାକୁ, ସଙ୍ଘୀୟ ହସ୍ପିଟାଲର ଦୟା ନା ଚକ୍ ଚକିଆ ହରି ଲୁଟ ପାଇଁ ।

ଡୁଇଟ ଡେଭିଡ ଫି

ସୁମ୍ ଅଲ୍ଟିମେଟ୍
ଭୁବନେଶ୍ୱର

ରେଫରେନସ
We estimated that India has approximately 1.9 million hospital beds, 95,000 ICU beds
and 48,000 ventilators. Nationally, hospital beds are concentrated in the private sector
(hospital beds: 1,185,242 private vs 713,986 public). ICU beds and ventilators follow a
similar trend (ICU beds: 59,262 private vs 35,699 public; ventilators: 29,631 private:
17,850 public).
Most hospital beds and ventilators in India are concentrated in seven States - Uttar
Pradesh (14.8%), Karnataka (13.8%), Maharashtra (12.2%), Tamil Nadu (8.1%), West
Bengal (5.9%), Telangana (5.2%) and Kerala (5.2%) (Figure 1 and 3, Supplemental
Tables 1 and 2). Our findings suggest substantial variation in available resources across
states and UTs. Small UTs such as Daman and Diu, Chandigarh, and Puducherry have
among the most estimated hospital beds per capita, with 906, 510, and 375 beds per
100,000 population, respectively, while Karnataka also has a relatively large capacity at
392 beds per 100,000 (Supplemental Tables 3 and 4). Conversely, Bihar, Odisha, and
Chhattisgarh are estimated to have the fewest beds per available under a CC-BY-NC-ND 4.0 International license .
(which was not certified by peer review) is the author/funder, who has granted medRxiv a license to display the preprint in perpetuity.
medRpopulation, with 26, 55, and 56
beds per 100,000, respectively. Number of ICU beds and ventilators per 100,000
population follows similar trends 

 available under a CC-BY-NC-ND 4.0 International license .
(which was not certified by peer review) is the author/funder, who has granted medRxiv a license to display the preprint in perpetuity.
medR

Contact Here

Name

Email *

Message *