କାହାକୁ ଦେଇ ହୁଏନା

କାହାକୁ ଦେଇ ହୁଏନା
------------------------
ସେ ସବୁ, ତାର ନାହିଁ ସତ୍ତା,
ଆସିଲେ କେବେ ମଜା, କେବେ ସଜ୍ଜା,

ଆସିଯାଏ, ଜାଣି ହୁଏନା,
ପରିଶ୍ରମ କୁ ଅନିଦ୍ରା, ମାରିନିଏ ଦୁଇ ଆଖିପତ୍ତା,
ଖାଇଲା ପରେ, ପୁରା ଅସୁବିଧା।

ହସ୍ପିଟାଲ, ରାତି ଅଧା ରକ୍ତ ଚଢ଼ା ଆଖି ଦେଖୁଛି।
ବାସି ପଖାଳ କୁ ବଡ଼ି ଚୁରା, ମାଛ ଚୁନା,
ହାଇ ର ଭାଇ, ଫେନର ହାବା,
ନିଦ ଚାପିବକି, ବାପା ହସ୍ପିଟାଲରେ, ନେଇ ପାରନ୍ତି ଶେଷ ବିଦା।

ଟ୍ରେନର ତୃତୀୟ ବିଶ୍ରାମ ଶ୍ରେଣୀକୁ, ପଶ୍ଚିମ ଓଡ଼ିଶା,
ବିଡି ଗନ୍ଧକୁ, ଝୋ ଝୋ ବର୍ଷା,
ଅପରାହ୍ନର ଅବୁଝା ବିଦ୍ୟା,
ନପିଇ ବାବୁ ମୁଁ ମଦୁଆ,
ନିଜକୁ ଚୁମୁଟି ଦିଅ, ଶିକ୍ଷକ ଅବୁଝା।

ସେ ସବୁ, ତାର ନାହିଁ ସତ୍ତା,
ଆସିଲେ କେବେ ମଜା, କେବେ ସଜ୍ଜା।
ନିଦ, ଜାଣିଲକି ତାର ନା।

ଡୁଇଟ ଡେଭିଡ ଫିଲିପ
(ମିଶନ ହସ୍ପିଟାଲ, ବିଷମ କଟକ, ଓଡ଼ିଶା)
ଲେହେରି ଥାନା
ବିହାର ଶରିଫ,
ନାଳନ୍ଦା, ବିହାର
୮୦୩୧୦୧

Contact Here

Name

Email *

Message *