କମୋଡର ଆରାମ

କମୋଡର ଆରାମ
---------------------
କମୋଡ଼ ପାଇଖାନାଥି ମିଲ୍ସି ସିନା ବସିଥିଲେ ଆରାମ,
ଭାବ୍ଲେ କେଭେ ବର୍ଦାସ୍ତ ନାଇ ହୁଏ ନୃଶଂସ ଆଉ ଉତ୍ପୀଡନର କାମ,

ନୂଆପଡ଼ାର ଏସ.ଆଇ. କ୍ୱାର୍ଟରର ଉଠା ପାଇଖାନାର ହାଣ୍ଡି ଝଲସି ଆଇସି ଜେନ୍ତା,
ଦି କାଶ୍ମୀର ଫାଇଲ ବି ନୁହେଁ କମ,
ଭରିଛେ କେତେ ନୃଶଂସ ଆଉ ଉତ୍ପୀଡନ ସେନ୍ତା,

ବାପା କହନ, ତୁମେ ନାଇ, ମା ବୁହେନ୍ ପାଇଖାନା ଘର ଜାଉଁନ,
ତର ସରେ ଗଲେ ଦୁର୍ଗନ୍ଧନେ ଦେଖେଁ, ହାଣ୍ଡିନେ ସିଗବିଗ କିରା ଆରୁ ଗୁଁ ।

କେଭେ କେଭେ ଆମର ଘରକେ ଆସେ ଗୁଟେ ସୁନ୍ଦର୍ ସେ ଘଷିଏନ,
ମୋର ଆଖିନେ ତାର ଗଠନ ମାରବାଡେନ୍ କି ବାଇବିଲର ଯିହୁଦିଏନ ।

ହୁଟ୍ଟୁ ଟୁଟୁ କରି ଉଠାଇ ନିଏ ସେ ମହଣେ  ହାଣ୍ଡି ଯାକର ଗୁହୁଁ,
ମନେ ପର୍ଡଲେ ଝଲସି ଆଇଶି, ମାଇକୀନାର ଅଖିଆ ଘିଙ୍ଗୌ ଥିବା ମୁହୁଁ ।

ଖିକେଇ ଖିକେଇ ପଶୁ ଥିଲୁଁ, ନାଇ ଆସଲେ କେଭେ, ମାଇକିନାର ଟୁଲି, 
ଆସ ବାବୁ ଘରେ ବସ ଡ଼ାକ୍ଲେ, ବାନ୍ତି ଆଶେ ମୋତେ ଢେଗ୍ଲି ।

ତାର ଗଠନ ବେଭାର ଉନା ନାଇ, ଦିଥିଲା ବାବୁର ପୋ' ବୋଲି  ଚା ନାଲି,
କମୋଡନେ ବସି ମନେ ପକାଉଛେ, ଘିଙ୍ଗେଇ କରି ଚା' ଯେ ଫିକି ଥିଲି।

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩

Contact Here

Name

Email *

Message *