ଇତିହାସ ପ୍ଲେଟ ରେ ସାହିତ୍ୟର ତଥ୍ୟ

ଇତିହାସ ପ୍ଲେଟ ରେ ସାହିତ୍ୟର ତଥ୍ୟ
 -------------------------------------
ହେ ରାମ, ହେ ରାମ କହି ବାପୁ, ମରିଲେ, 
ରାମ ଜନ୍ମ୍ ହେଲେକି ଆମ ଜନସଂଘେ

'ଭାରତ ଏକ ଖୋାଜ' କହି ଚାଚା, ବଞ୍ଚିଲେ
କଂଗ୍ରେସ ରହିଲେକି ଭାରତ ବର୍ଷେ

ଗୁଳି ର ବାଣ ହେଉ ବା ଶବ୍ଦ ଟାଣ
ନେଇ ଯାଉଛ ତୁମେ ମନୁଷ୍ୟର ପ୍ରାଣ

ଗୋଟିଏ ବହିରେ ଇତିହାସତ ବିବ୍ରତ
ଆଉଗୋଟିଏରେ ମିଳେ ନୂଆ ନୂଆ ତଥ୍ୟ

ତଥ୍ୟ ନଷ୍ଟ କରେ ଏକଛତ୍ରବାଦି
ସାହିତ୍ୟତ ଲେଖୁଛି ଲେଖକବି ଓ କବି

ଖିଲଜୀର ନାଳନ୍ଦା 
କି ବାବ୍ବରର  ବିନ୍ଦ୍ଧା
ଇଂରେଜ ଲୁହା
କି ୩୭୮ ର ନୂଆ ଭିଷ୍ଟା
ଲାଗୁଛି ଯଦିଓ  ନୂଆ ପ୍ରତିଷ୍ଠା
ତଥ୍ୟ କହୂଛି 'ପୁରୁଣା ଉପରେ ନୂଆ ନା' ?

କୋର୍ଟ ର ତଥ୍ୟ, ସାହିତ୍ୟର ଚିତ୍ତ
ବିଦେଶର ପାଠ, ଦେଶର ଛାତ୍ର
ପ୍ରମାଣ ଦେବ ଭଲ, ସମାଜ ବାଦ,
କି ରାଷ୍ଟ୍ର ବାଦ, କି ଅଟେ ଏକଛତ୍ରବାଦ 

ଭୋକିଲା ପେଟ ଇତିହାସ ଜାଣେନା
ତଥ୍ୟ ଉଦ୍ଗାରୁଛି ପ୍ରତ୍ୟେକ୍ ଘରୁ ମାଆ

ଝୋପଡି ଯାଇନି ଭିଶ୍ଟାତ ରେଡି
ସ୍ୱଚ୍ଛ ଭାରତ, 
ସ୍ୱଚ୍ଛ ରାଜନୀତି
ତଥ୍ୟ ମିଳିବ ଖୋlଳିଲେ ପେଡ଼ି

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩

Contact Here

Name

Email *

Message *