"ଇଏବି" ଭିନ୍ନ

"ଇଏବି" ଭିନ୍ନ
--------------
ତୋ ସ୍ମିତ ହସ ମୁଁ ସେଠି ଦେଖି ଥିଲି,
ଅଜାଣତେ ତୋ ହାତ ଧରିଲି,
ନିରୀହ ତୁ ଜାଣିନ ଥିଲୁ,
ପଞ୍ଚମ ରେ ତୁ ଥୀଲୁ, ମୁଁ ବି ଥିଲି ।

ଭଲ ପଢ଼ୁ ଥିଲୁ ବୋଲି ଆକର୍ଷଣ ମୋର,
ତୁ ପାସ୍, ମୁଁ ଫେଲ ହେବି ବୋଲି ଭୟ ମୋର,
ରାତି ଉଜାଗର ତୋତେ ଭାବି,
ବହି ଧରିଥିଲି, ବୁଝି ପାରୁନଥିଲି ।

କଲେଜରେ ତୋର ନା ଥିଲା,
ମୋର ବି କିଛି କମ୍ ନଥିଲା,
ଚାକିରି ପ୍ରଥମେ ମୁଁ କଲି,
ତୋ ବାପଙ୍କ ପ୍ରସ୍ତାବରେ ହଁ କଲି ।

ଝାଳ ନାଳ ହେଲି ମୁଁ ସତ,ସବୁ ବେଳେତ ସ୍ମିତ ହସ,
ପ୍ରତ୍ୟେକ ଥର ପରି "ଇଏବି" ଭିନ୍ନ
ଉଠି ପଚାରିଲା, ପ୍ରଶ୍ନ ଥିଲାକି ସରଳ, ଦେଉଥିଲତ ସବୁ ଉତ୍ତର?

ଡୁଇଟି ଡେଭିଡ ଫିଲିପ
(ଭବାନୀପାଟଣା), ଚାଇବାଶା, 
ଝାଡଖଣ୍ଡ,
୧୬/୦୭/୨୦୨୨
୯୪୩୭୧୦୪୩୦୩

Contact Here

Name

Email *

Message *