ଗରଳ ହେଉକି ଅମୃତ


ଗରଳ ହେଉକି ଅମୃତ
-------------------
ସାତ ସୁର,
ତିନି ତାଳ,
ସପ୍ତ ରଙ୍ଗ,
ପଞ୍ଚଭୂତ,
ଝରଣା, ନୀଳ ଆକାଶ, ସବୁଜ ବନାନୀ, ରଜନୀ, ରବୀ ଇତ୍ୟାଦି, ଯିବ, ନିର୍ଜୀବ ସବୁ ଜାତି,
ଭିନ୍ନ କେବଳ ସମୟ ଓ ପରିସ୍ଥିତି ।

ଭୋଗୁଛି ପଚେନ୍ଦ୍ରୀୟ,
ନୟନ, ସ୍ଵାଦ, ସ୍ପର୍ଶ, ଘ୍ରାଣ, ଶ୍ରବଣ,
ମୁଁହ ସୂକ୍ଷ୍ମ, ସବୁରି ସମାହାର, 

ଗୋଟିଏ ରାତ୍ରିରେ ସମାପ୍ତ,
ଗରଳ ହେଉକି ଅମୃତ ତୁମେ କୁହ ।


ଡୁଇଟ ଡେଭିଡ ଫିଲିପ
(ସୁମ ଅଲ୍ଟିମେଟ ହସ୍ପିଟାଲ, ଭୁବନେଶ୍ୱର, ଓଡ଼ିଶା)
ଲେହେରି ଥାନା
ବିହାର ଶରିଫ,
ନାଳନ୍ଦା, ବିହାର
୮୦୩୧୦୧


ଗରଳ ହେଉକି ଅମୃତ
-------------------
ସାତ ସୁର,
ପାଞ୍ଚ ତାଳ,
ସପ୍ତ ରଙ୍ଗ,
ପଞ୍ଚଭୂତ,
ଝରଣା, ନୀଳ ଆକାଶ, ସବୁଜ ବନାନୀ, ରଜନୀ, ରବୀ ଇତ୍ୟାଦି, ଯିବ, ନିର୍ଜୀବ ସବୁ ଜାତି,
ଭିନ୍ନ କେବଳ ସମୟ ଓ ପରିସ୍ଥିତି ।

ଭୋଗୁଛି ପଚେନ୍ଦ୍ରୀୟ,
ନୟନ, ସ୍ଵାଦ, ସ୍ପର୍ଶ, ଘ୍ରାଣ, ଶ୍ରବଣ,
ମୁଁହ ସୂକ୍ଷ୍ମ, ସବୁରି ସମାହାର, 

ଗୋଟିଏ ରାତ୍ରିରେ ସମାପ୍ତ,
ଗରଳ ହେଉକି ଅମୃତ ତୁମେ କୁହ ।


ଡୁଇଟ ଡେଭିଡ ଫିଲିପ
(ସୁମ ଅଲ୍ଟିମେଟ ହସ୍ପିଟାଲ, ଭୁବନେଶ୍ୱର, ଓଡ଼ିଶା)
ଲେହେରି ଥାନା
ବିହାର ଶରିଫ,
ନାଳନ୍ଦା, ବିହାର
୮୦୩୧୦୧

Contact Here

Name

Email *

Message *