ସେ କ୍ଷତ, ମୁଁ ରକ୍ତାକ୍ତ

ସେ କ୍ଷତ, ମୁଁ ରକ୍ତାକ୍ତ 
--------
ରକତ ଝରେ, 
ଦେହ କଟିଲେ
ରକତ କ୍ଷରେ,
ଦେହ ରୁଗ୍ଣ ହେଲେ
ରକତ ବହେ,
ଯୁଦ୍ଧ ହେଲେ
ରକତ ପାତିତ ହୁଏ,
ପ୍ରେମିକ ପଶୁ ହେଲେ
ରକ୍ତ ପିଏ,

ରକତ ଧୁଏ,
ନିଜକୁ ପାପି ମଣିଲେ,
ସବୁ ରକତ ଶେଷ ହୁଏ
ତାଙ୍କର ନୁହେଁ,

ତାଙ୍କ ରକତ କ'ଣ ଯେ
ଲୋକେ ତାଙ୍କରି ହୋଇ ଜାଏ?

ମାଁ ର ରକ୍ତ,
ବାପା ର ରକ୍ତ,
ପଶୁ ପକ୍ଷୀ ମତ୍ସ୍ୟ ଯିବ ରକ୍ତ,
କାହିଁରେ ବି ନାହିଁ ଆଦର୍ଶ,
ପାପ ବୋହି କି ପାରିଛି ମର୍ତ୍ତ୍ୟ,
ତୁମ ରକ୍ତ ବୋହିଛି ସବୁ ପାପ ।

ଡୁଇଟ୍ ଡେଭିଡ୍ ଫିଲିପ୍ 
ଓକିଲ ଓ ସମାଜ ସେବକ
କଳାହାଣ୍ଡି

edit

No comments:

Post a Comment

Contact Here

Name

Email *

Message *