ସଳିତାର ଆତ୍ମ ହତ୍ୟା
Saturday, May 31, 2025
ସଳିତାର ଆତ୍ମ ହତ୍ୟା
-------
ଫୁଲର ଲତା, ନୟନରେ ବିକ୍ଷତା
କ୍ଷମତା ଆଗରେ ଉଲଙ୍ଗ ମନତା
ପ୍ରେମ ନୁହେଁ ସେ ସମ୍ଭୋଗର ମନ
ସିକାରନ୍ତି ମୋହର ସରଳ ହୃଦୟ
ବକ୍ଷ ଲୁଚୁନିଯା ମୁଣ୍ଡରେ ଦାରିଦ୍ର୍ୟତା
ପେଟ ଲୁଛୁନିତା ନାଭି ଭିତରେ କ୍ଷୁଦ୍ଧା
ପୋଛି ପାରୁନି କପାଳରେଯା ଲେଖା
ଉଲଗ୍ନ କରୁଛି ତୁମରି କୁତ୍ସିତ ଭୃଲତା
ନୟନ ନୁହେଁ ଅଜସ୍ର ସମ୍ଭୋଗି ବର୍ଚ୍ଛା
ବିନ୍ଧି ପାରିବିନି ତାଙ୍କ ପିପାସୁ ଅନିଦ୍ରା
ଧନ, ଶାସନ, ଆଇନ ହାତରେ ଯାହା
ଜାଳି ଦିଏଁ ନହେଉ କାହର ଏସଳିତା
ଆସିଥିଲି କାମ ପାଇଁ ହେବି ବୋଲି ନେହୁରା
ଆସିଥିଲି ଭତ୍ତା ପାଇଁ ଲେଖାଇ ଦେବ ମୋନାଁ
ଜାଣିନଥିଲି ଆଖି ନୁହଁ ପେଟରେ ତୁମର ବଡଘା
ଯୌବନ ନ ଆଶୁଣୁ ବାଧ୍ୟ ସଳିତାର ଆତ୍ମ ହତ୍ୟା
ଡୁଇଟି ଡେଭିଡ ଫିଲିପ
ଓକିଲ ଓ ସମାଜସେବକ
ଭବାନୀାଟଣା ୦୯/୦୩/୨୦୨୫
ଫୋନ୍ ୯୪୩୭୧୦୪୩୦୩
edit
No comments:
Post a Comment