ରାଜନୀତି ନା କବିତା

ରାଜନୀତି ନା କବିତା
---------
ଦୁଶ୍ଚରିତ୍ରା ଉପରେ ତୁମରି କବିତା, 
ପିଶାଚିନି ହେଲା ଉର୍ବଶୀ ଓ ରମ୍ଭା,
ଲେଖନୀରେ ଦୁଶ୍ଚରିତ୍ରା ନୁହେଁ, ଧର୍ଷିତା?

ପାଗଳି ସେ, ତୁମଠି ସ୍ବାମୀ ଖୋଜିଲା,
କିଏ ନ ଚାହିଁଛି ନାଲି, ହଳଦୀ କଳା,
ରାଜନୀତିରେ, ନାଲି, ହଳଦୀ କଳା?

ଆ ମାଁ, ଖାଇ ଯା, ଫେରିବୁତ ହେଲେ ରାତି ବାରଟା,
ପଢିଛୁ ପାଠ ଯାହା ନୁହେଁ, ଅନ୍ୟ ମାନଙ୍କ ପରି ସାଧା,
କିଏ ଜାଣିଛି ପିଶାଚକୁ ବି ଭଲ ଲାଗେ ଯାହା ମହଙ୍ଗା।

ପାଠ, ସାଠ, କୋଠା, ସାଜ୍ଜ୍, ସଜ୍ଜା,
ଉର୍ବଶୀ, ରମ୍ଭା ନୁହେଁ ନାଁ ଦୁଶ୍ଚରିତ୍ରା,
ଭୁଲ ରଚନା, ଦୁଶ୍ଚରିତ୍ରା, ନୁହେଁ ଧର୍ଷିତା।

ଡୁଇଟ ଡେଭିଡ ଫିଲିପ,
ଭବାନୀପାଟଣା
୨୫/୦୮/୨୦୨୪

edit

No comments:

Post a Comment

Contact Here

Name

Email *

Message *