ସଦ୍ୟ, ଅସ୍ପୃଶ୍ୟ
Wednesday, August 14, 2024
ସଦ୍ୟ, ଅସ୍ପୃଶ୍ୟ
------------
ସଦ୍ୟ ଦେଖିଲେ ଆଉ ଭଲ ଲାଗନ୍ତା !
ସଦ୍ୟ ଖାଇଲେ ଆଉ ଭଲ ହୁଅନ୍ତା !
ସଦ୍ୟ ଛୁଇଲେ ଜଣା ପଡନ୍ତା !
ସ୍ଵାଧୀନ ମନ, ଉଡୁ ଥାନ୍ତା !
ପରାଧୀନ ମନ, ମାନୁ ନଥାନ୍ତା !
ବିସ୍ମୟ ହୁଅନ୍ତା!
ଆଖି ଜଦି ତାପରେ ବୁଜି ହୁଅନ୍ତା !
ସ୍ଵାଧୀନ ଗରିବ ପାଇଁ ନୁହେଁ,
ପଇସାର ଗରିବ,
ମନର ଗରିବୀ ସ୍ଵାଧୀନ ନୁହେଁ,
ଆ'ରେ ସ୍ବପ୍ନ, ସତ ନା ମିଛ ଚର୍ଚ୍ଚା କରିବା,
ଆ'ରେ ମେଘ୍, ଭିଯାଇବୁ ନା ନାହିଁ ଦେଖିବା,
କୁହୁଡିବି ସ୍ବପ୍ନ !
ତୁଷାରବି ସ୍ବପ୍ନ !
ଖରା ମାଡ଼ରେ ସ୍ଵପ୍ନବି ଗରିବ,
ଧନ ମାଡ଼ରେ ଗରିବ ଅସ୍ପୃଶ୍ୟ,
ଡୁଇଟ ଡେଭିଡ ଫିଲିପ୍
ଓକିଲ ଓ ସମାଜସେବୀ
ଭବାୀପାଟଣା ୭୬୬୦୦୧
୧୪/୦୮/୨୦୨୪
edit
No comments:
Post a Comment