ହାତର ଖେଳ, ମୁହର ଗେଲ, ଦେହ

ହାତର ଖେଳ, ମୁହର ଗେଲ, ଦେହ
---------------
ହାତର ଖେଳ,
ମୁହର ଗେଲ,
ଓଠର ପବନ,
ଦେଲେ ବାହାରୁଛି ତୋଠୁ ସ୍ୱର,
ନାମ ଦିଅନ୍ତି ବଂଶୀ, ଗାଉଛୁ ପୁରା ଜାବୁଡ଼ି ଧରିଲେ, ତୋଦେହ।

ହାତର ଖେଳ,
ଆଙ୍ଗୁଠି ପ୍ରହାର,
କଣ୍ଠ ସହିତ ମେଳ,
ଦେଲେ ବାହାରୁଛି ତୋଠୁ ସ୍ୱର,
ନାମ ଦିଅନ୍ତି ଢୋଲ, ଗାଉଛୁ ପୁରା ଜାବୁଡ଼ି ଧରିଲେ, ତୋଦେହ।

ଢୋଲ, ମାଦଲ, ବଇଶି, ଗୀଟାର,
ବେହେଲା, ଇତ୍ୟାଦି ନାମ ତାଙ୍କର,
ସବୁକୁ ଦରକାର ପ୍ରେମର, ସ୍ପର୍ଶ,
ଦେଲେ ଗାଆନ୍ତି ଦେଇ ତାଳ ଓ ସ୍ୱର।

କାଷ୍ଟ, ପିତଳ, ଚମଡା, ତାର,
ପ୍ରେମରେ ଦେଉଛି ତାଳ ଓ ସ୍ୱର,
ନାହିଁ ଜାତୀ, ଧର୍ମ, ରଙ୍ଗ, ଭେଦ 
ମୁଁ କଣ ତାଠୁ କର୍କଶ, ଶବ୍ଦ ନାହିଁ ସୁର।

ଡୁଇଟି ଡେଭିଡ ଫିଲିପ
ଭବାନୀପାଟଣା
୯୪୩୭୧୦୪୩୦୩
www.pensofdavid.com

edit

No comments:

Post a Comment

Contact Here

Name

Email *

Message *