ଗରମ୍ ମାଟି

ଗରମ୍ ମାଟି
--------------
କହିଲା, "ଗରମ ମାଟିରେ ସୁଖା ଘାସ ଟିଏବି ନଥିବ,
ବର୍ଷା ହେଲାକ୍ଷଣି ଘାସ କଅଁଳି ମାଟି ଲୁଚି ରହିଯିବ"
ସ୍ୱର ଯଦି ନୁହେଁ ମାଟିର,
ସ୍ୱର ତେବେ ଅଟେ କାହାର?

ଭିଜା ଭିଜା ପାଗ,
ଶୁଖିଲା ମସଲାଦାର ଖାଦ୍ୟକୁ ମନ,
କିଏ ପରସିବଯେ ଖାଇବ?

ଭିଜା ଭିଜା ପାଗ,
ଢାଙ୍କିଛି ଧଳା କୁହୁଡି, କଳା ମେଘ ଓ ସବୁଜ ଗଛ ଲତା, ଅତି ମନୋରମ,

କିଏ କୁହ?
କାହାର ସ୍ୱର?
ନା ମୋ ନିଜର?

ତନ୍ତିର ମନ, ଶାଢ଼ୀ ବୁଣିବା ପୂର୍ବରୁ ଏତେ ବଡ଼ ଆକଳନ!

ଡୁଇଟ ଡେଭିଡ ଫିଲିପ
ଭବାନୀପାଟଣା, କଳାହାଣ୍ଡି
୧୫/୦୭/୨୦୨୩
Labels:
edit

No comments:

Post a Comment

Contact Here

Name

Email *

Message *