ତମେ ରୁ ତୁ
Friday, February 24, 2023
ତମେ ରୁ ତୁ
--------
ଆଜି ଭାବୁଛି ନିଦନ ଭଙ୍ଗୁଣୁ
ମନେ ପକାଉଛି ତୋ ଶକ୍ତ ହସ୍ତର ଅସ୍ତ୍ର ମୋ ଉପରେ ପରମାଣୁ
ସମ୍ଭାଳି ଦେଇଛି ବିପର୍ଯ୍ୟୟରୁ
ରାଗ କ୍ରୋଧ ହିଂସା ସବୁ ବାଲ୍ୟ କାଳରୁ
ଆୟତ୍ତ କଲୁ ସବୁ ବଦ ନାମିରୁ
ଋଣ ସୁଝିବାକୁ ବାଟ କହୁନୁ
ସରଳ, ସୁନ୍ଦର୍, ଭଦ୍ର, କୋମଳ ବିରୁଦ୍ଧରେ ମୁଁ
ଭାବୁଛି ତୁବି ମୋତେ ଭଲ ପାଉଛୁ
ଉଗ୍ର ବର୍ବରତାକୁ ଭୋଗ କରୁଛୁ
ଉଗ୍ର ବର୍ବର୍କୁ ଆୟତ୍ତ କେଉଠୁ ସିଖିଛୁ
ପ୍ରଣାମ ତୋତେ ଓ ତୋର ସହନ ସିଳତାକୁ
କହିବାକୁ ଚାହୁଁଛି ସାଙ୍ଗରେ ଆମେ କାହିଁକି ନ ବଢ଼ିଲୁ
ତୋ ଶାନ୍ତ ପ୍ରକୃତ୍ତିରେ ପ୍ରଶାନ୍ତ ହୋଇଥାନ୍ତି ମୁଁ,
ପାଠ, ସାଠ, ଖେଳ, ଗୀତ, ସାଙ୍ଗରେ କରିଥାନ୍ତୁ
ଜୟ ପରାଜୟ, ତୋର ମୋର, ମୋର ତୋର ଏବେ ଯେମିତି ଭାବୁଛୁଁ।
ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
9437104303
klddavid@rediffmail.com
୨୪/୦୨/୨୦୨୩
Chaibasha to Bhubaneswar
edit
No comments:
Post a Comment