ଦୁଇ ଖଣ୍ଡ ଗାଧୋଆ ବସ୍ତ୍ର

ଦୁଇ ଖଣ୍ଡ ଗାଧୁଆ ବସ୍ତ୍ର 
---
ଦୁଇ ଖଣ୍ଡ ଗାଧୁଆ ବସ୍ତ୍ର,
ଯେକୌଣସି ରଙ୍ଗ ଶାସ୍ତ୍ର ଅନୁମୋଦିତ,
ଗେରୁଆ ହେଲେ ଗେରୁଆଙ୍କୁନା ପସନ୍ଦ,
ଗରିବ ଝିଅ ଆଜିଠୁ ଦୁଇ ଥର ଭାବିବ,

ସନ୍ୟାସୀନୀ, ଆଶ୍ରମ ଓ ଗାଧୁଆ ପୀଠ,
ଧଳାନା ଗେରୁଆ, ମୋ ଜାଣିବା ଆଗ୍ରହ,
ଦୀପର ବନ୍ନି ସବୁ ରଙ୍ଗର ସମାହାର,
ଦୀପିକା ବିନା ଦୀପ, ହୋମ, ଯଜ୍ଞ କେମିତି ହେବ,

ଦୀପିକା ବିହୁନେ ହୁଏନି ସମ୍ଭୋଗ,
ଦୀପିକା ରଙ୍ଗଙ୍କ ପ୍ରେମ ସ୍ରୋତ,
ଦୀପିକା ନିଜେ ଇଶ୍ଵର ଯେ ସୃଷ୍ଟିର ଆଧାର,
ରଙ୍ଗ ଖେଳି, ରଙ୍ଗକୁ ପର, ରଙ୍ଗକୁ ଆଦର,

ଦୀପିକା ଜାଳି ନଜାଣିଲେ ହେବ ସବୁ ଛାର ଖାର,
ସୂର୍ଯ୍ୟର ଦୀପିକା ନୁହନ୍ତି କି ଇଶ୍ଵର?
ସୂର୍ଯ୍ୟ ଓ ଦୀପିକା ପରିପୂରକ,
ଦୁଇ ଖଣ୍ଡ ଗାଧୁଆ ବସ୍ତ୍ର ଦୀପିକାଙ୍କର, ଜାଳି ଦେଲା ରାଷ୍ଟ୍ର।

ଡୁଇଟ ଡେଭିଡ ଫୀଳିପ
ବିଶାଖାପତାନମ ରୁ ଭବାନୀପାଟଣା, କଳାହାଣ୍ଡି
୨୯/୦୧/୨୦୨୩
klddavid@rediffmail.com
9437104303

Labels:
edit

No comments:

Post a Comment

Contact Here

Name

Email *

Message *