ବର୍ଷା

ବର୍ଷା, 
ତୁମେ ଏତେ ହେଲଜେ ଶୀତରେ ହାଡ ଥରିଗଲା
ମୁଁ ସୁଖିନଥାଆନ୍ତି ହୋଇନଥିଲେ ଖରା,

ବର୍ଷା, 
ତିନିର ସମଷ୍ଟି,
ପ୍ରଥମ ଦେଖାରେ ଜାଣି ନଥିଲି,
କୌଣସି ସାହିତ୍ୟ ଓ ଉପନ୍ୟାଶରେ  ପଢ଼ି ନଥିଲି
ଏହି ସାହିତ୍ୟ ତୁମେ ଫୁଟାଉଛ, ସୁଣିବକି,

ବର୍ଷା
ଉଦା, ଥଣ୍ଡା, ଗରମ, ଝାଳ, ଦିଅ ହୋଇ ଓଦା
ତିନିର ସମଷ୍ଟି ତୁମେ ନୁହଁ, ଚାରି ମୋତେ ଜଣା

ମୁଁ ଶୁଖି ଗଲେ ତୁମକୁ ଭଲ ଲାଗେନା,
ଗଲ କୁଆଡେ, ଡାକୁଛି ତୁମକୁ ଆସ, ବର୍ଷା


edit

No comments:

Post a Comment

Contact Here

Name

Email *

Message *