ସ୍ୱାୟତ୍ତ ଶାସନ
Friday, November 4, 2022
ସ୍ୱାୟତ୍ତ ଶାସନ ଯେବେଠୁ ଦେଶ ସ୍ଵାଧୀନ
କିଣା, ବିକା, ଅଧିକାର ଆମ
ପୂର୍ବ ପଶ୍ଚିମ, ଉତ୍ତର ଦକ୍ଷିଣ
ଚଉଦିଗ, ଗିରି, ବନ, ସମୁଦ୍ର ଆକାଶ ଧରା ଆମର
ବାନା ଆମ ସମୃଦ୍ଧି ଓ ଗଣ ତନ୍ତ୍ରର
ସଂରକ୍ଷିତ ବଣ, ଖଣି, ଜଳ,
ବିକାଶ ପାଇଁ ବ୍ୟବହୃତ
ପଇସା ଥିଲେ ସରକାରଙ୍କ ଠୁ କିଣ
edit
No comments:
Post a Comment