ପୁରୁଷ, ପୌରୁଷ ଓ ମୋ ମାଁ
Thursday, November 17, 2022
ସମ୍ମାନନୀୟ ମହାଶୟ
ପ୍ରଣାମ
ନିମ୍ନ ଲିଖିତ କବିତାକୁ ପ୍ରକାଶ କରିବାପାଇଁ ବିନମ୍ର ଅନୁରୋଧ କରୁଛି।
ଇତି
DAVID
ପୁରୁଷ, ପୌରୁଷ ଓ ମୋ ମାଁ
----------
ଭାରତ ମାତା ଆମ,
ଦେଇଛ ଅନେକ ଶିଶୁଙ୍କୁ ଜନ୍ମ,
ଗୋରା, କଳା, ଲମ୍ବା, ବାଙ୍ଗରା, ଆଉ ବିଭିନ୍ନ ଓ ଅନେକ,
ସ୍ବାମୀ ଅନେକ ଯେ ଛୁଆ ବିଭିନ୍ନ ପ୍ରକାର ତୁମ?
ଆକ୍ରମଣ ହୋଇଛି ଅନେକ,
ବିଭ୍ତ୍ସ କରିଛନ୍ତି ଅନେକ,
ଜନ୍ମ କରିଛ ଅନେକ, ଜନ୍ମ ଏବେବି କରି ଚାଲିଛ,
ଜାରଜ କିଏ, କିଏ ନିଜର,
କହୁଛନ୍ତି ପୁରୁଷ ଓ ପୌରୁଷର ସମ୍ରାଟ ଗଣ,
ଦ୍ରାବିଡ, ଆର୍ଯ୍ୟ, ୟୁନାନି, ମୋଗଲ, ଇଂରେଜ,
କ'ଣ, ସବୁ ପୁରୁଷ ଓ ପୌରୁଷର ପ୍ରତୀକ,
ଆଉ, ଆଦିବାସୀ ପ୍ରକୃତ ମାଁ ଆମର?
ଧର୍ଷଣ ହୁଅ କି ବିବାହିତ,
ତୁମେତ ମାଁ ମୋର, ବହୁତ୍ ସୁନ୍ଦର ଓ ସହୁଛ,
କାହିଁକି ନ କହିବି ଗର୍ବରେ, ଭାରତ ମାତା କି ଜୟ।
*****
(ଉପେକ୍ଷିତ ନାଗରିକଙ୍କୁ ସମର୍ପିତ)
ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
୧୭/୧୧/୨୦୨୨
9437104303
klddavid@rediffmail.com
edit
No comments:
Post a Comment