ପାଲା କାହାର କୁହ (Christian)
Thursday, October 27, 2022
ପାଲା କାହାର କୁହ
-----
ଶିଶୁ ମନ, ରାତି ସାରା ମାଁ ଖାଏ ବାପଠୁ ମାଡ଼, ଦେଖି ପାରେନି ଖୋଲି କବାଟ,
ଆଜି ଦାଦନ, ବିଧବା ମାଁ, ସ୍ତ୍ରୀ, ଝିଅ ଅତ୍ୟାଚାର, ଜାଇ ପାରୁନି ନିଜ ଦେଶ,
ସ୍ତ୍ରୀକୁ ମାଲିକ, କାମ ଦେଇ କରୁଛି ବ୍ୟବହାର,
ଦବଙ୍ଗ ଥିଲାଯେ, ଆଜି ଆଇନ ମନ୍ତ୍ରୀ ପ୍ରଦେଶର,
କୁକୁର ସହିତ ମଣିଷ ଛୁଆର, ଏକା ରୋଟିକୁ ନଜର,
ପୂଜାରୀ, ପାଷ୍ଟର, ମୌଲବୀ, କଳା ବାଜରିକୁ ପ୍ରଣାମ,
ସହି ପାରିଲେ ଜୟ, ଯୀଶୁ, ପିତର, ଯୋହନ, ପାଉଲ,
ପାଲା କାହାର କୁହ?
ଘର, ରୋଟି, ଆଇନ, ଧର୍ମ ମୋର।
ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
୨୭/୧୦/୨୦୨୨
9437104303
ପାଲା କାହାର କୁହ
-----
ଶିଶୁ ମନ, ରାତି ସାରା ମାଁ ଖାଏ ବାପଠୁ ମାଡ଼, ଦେଖି ପାରେନି ଖୋଲି କବାଟ,
ଆଜି ଦାଦନ, ବିଧବା ମାଁ, ସ୍ତ୍ରୀ, ଝିଅ ଅତ୍ୟାଚାର, ଜାଇ ପାରୁନି ନିଜ ଦେଶ,
ସ୍ତ୍ରୀକୁ ମାଲିକ, କାମ ଦେଇ କରୁଛି ବ୍ୟବହାର,
ଦବଙ୍ଗ ଥିଲାଯେ, ଆଜି ଆଇନ ମନ୍ତ୍ରୀ ପ୍ରଦେଶର,
କୁକୁର ସହିତ ମଣିଷ ଛୁଆର, ଏକା ରୋଟିକୁ ନଜର,
ପୂଜାରୀ, ପାଷ୍ଟର, ମୌଲବୀ, କଳା ବାଜରିକୁ ପ୍ରଣାମ,
ସହି ପାରିଲେ ଜୟ,
ପାଲା କାହାର କୁହ?
ଘର, ରୋଟି, ଆଇନ, ଧର୍ମ ମୋର।
ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
୨୭/୧୦/୨୦୨୨
9437104303
edit
No comments:
Post a Comment