ଭୋକରେ ବିଦା
Wednesday, July 27, 2022
ଭୋକରେ ମୁଁ ରାତି ବିତାଇଛି,
ସବୁ କବାଟ, ଗେଟ, ଗ୍ରିଲ୍ଲ, ବନ୍ଦ୍ ଅଛି,
ନିଦ ପଡୁନି ଭୋକ ଲାଗୁଛି,
ଉଠି ସୋଇ, ଉଠି ସୋଇ, ଥକି ଯାଇଛି,
ମଂଶାଷି, ପୁଣି ମୁଁ ଶାନ୍ତି ପାଇବି କମିତି ?
ଠେଙ୍ଗୁଆ ମୁଁ, ଘରୁ ଦୁରେ ଅଛି,
ଖାଇବାକୁ ମୋତେ କିଏ ଦେବାକୁ ନାହିଁ।
ଗାଧୋଇ, ସଫା ହୋଇ ଭୋକରେ ବାହାରିଲି,
ମାଂସ ପିଣ୍ଡ ଧରି ଗୋଟାଏ ଅସଂଯତ ହୋଇ ମୋ ଘର ପାହାଚେ ବସିଥିବା ଦେଖିଲି।
ପରଶୁଛି ସକାଳୁ ସବୁ ସଦ୍ୟ, ସୂକ୍ଷ୍ମ, ପାଚିଲା, ସରସ ଯାହା ସେ ରଖିଛି,
ଯାତ୍ରୀକୁ ଯିବାକୁ ରାସ୍ତା ଦେଉନି,
ନଦେଖାଇ ଶ୍ରୀ ମୁଖ ଜାଣିଶୁଣି, ଲାଗୁଛି, ଆନେ ଖା କହୁଛି,
ସୂକ୍ଷ୍ମ ଲୁଗାରେ, ସେ କିଛି ଦିନ ତଳର ବିଧବା,
ବଢାଇ ଥିଲା ଭଡ଼ା ଘର ପାଇ ମାଲିକର ଚାବି ଗୁଚ୍ଛ।,
ଇଚ୍ଛା ହେଲା କରିବି ଭୋକର ହତ୍ୟା,
ସାହସ ନାହିଁ ଦେଖିବାକୁ ମୁହର ଇସାରା, ମୁଁ ହେଲି ଧୀରେ ଧୀରେ ସେଇଠୁ ବିଦା।
ସ୍ବପ୍ନ ଦେଖୁଥିଲିକି "ନଖାଇ, ଭୋକରେ ବିଦା"।
ଡୁଇଟ ଡେଭିଡ଼ ଫୁଲିପ
ଚାଇବାଶା, ଝାଡ଼ଖଣ୍ଡ
ଭାରତ
edit
No comments:
Post a Comment