ଏକ ରାତ୍ରିର ସମାପ୍ତି
Wednesday, June 1, 2022
ଗୋଟିଏ ରାତ୍ରିରେ ସମାପ୍ତି
-------------------
ସାତ ସୁର,
ତିନି ତାଳ,
ସପ୍ତ ରଙ୍ଗ,
ପଞ୍ଚଭୂତ,
ଝରଣା, ନୀଳ ଆକାଶ, ସବୁଜ ବନାନୀ, ରଜନୀ, ରବି ଇତ୍ୟାଦି, ଜୀବ, ନିର୍ଜୀବ ସବୁ ଜାତି,
ଭିନ୍ନ କେବଳ ସମୟ ଓ ପରିସ୍ଥିତି ।
ଭୋଗୁଛି ପଞ୍ଚେନ୍ଦ୍ରୀୟ,
ନୟନ, ସ୍ଵାଦ, ସ୍ପର୍ଶ, ଘ୍ରାଣ, ଶ୍ରବଣ,
ମୁଁହ ସୂକ୍ଷ୍ମ, ସବୁରି ସମାହାର,
ଗୋଟିଏ ରାତ୍ରିରେ ସମାପ୍ତ,
ଗରଳ କି ଅମୃତ ତୁମେ କୁହ ।
ଡୁଇଟ ଡେଭିଡ ଫିଲିପ
(ସୁମ ଅଲ୍ଟିମେଟ ହସ୍ପିଟାଲ, ଭୁବନେଶ୍ୱର, ଓଡ଼ିଶା)
ଲେହେରି ଥାନା
ବିହାର ଶରିଫ,
ନାଳନ୍ଦା, ବିହାର
୮୦୩୧୦୧
edit
No comments:
Post a Comment