ବିଫଳ ଓ ବିବ୍ରତ

ବିଫଳ ଓ ବିବ୍ରତ
------------------
ହସ୍ତ୍ ବଢାଇ ଦେଇ ଧରୁଛ ଶ୍ରୀଶ୍ରୀ ଙ୍କୁ
ନାଚି ଉଠୁଛନ୍ତି ଶ୍ରୀ ବିବ୍ରତ ଦେଖି ତୁମ ପ୍ରେମକୁ
କ୍ଷମା କର, ଶ୍ରୀଙ୍କୁ ଦିଅ ତୁମଠୀ ଶରଣ
ଭକ୍ତ ଓ ଭକ୍ତି ଆସ୍ୱାଦନ କରନ୍ତୁ ନିଜ ନିଜକୁ

ହେ ଯୋଗିନୀ ଛାଡନି ପୂଜ୍ୟଙ୍କ ଗିରି ପୀଠକୁ
ଶକ୍ତି ପୀଠ ତୁମେ ପୂଜ୍ୟ ଚାହିଁଛି ପୂଯିବ ତୁମକୁ

ଫୁଲନାହି ଚଢ଼ାଉଛି ଭେଟି ଚୁମ୍ବନେ ତୁମକୁ କାମନା ବାସନା ଏ ନୁହେଁ ତୁମ ପବିତ୍ର ପୂଜାକୁ

ପୂଜି ପୂଜି ଉଷ୍ମ ରଖିଛ ତୁମ ଆପାଦ ମସ୍ତକ
ଭକ୍ତିରେ ଆବରଣ କରିଛ ଶ୍ରୀ ଶ୍ରୀଙ୍କ ଶରୀର

ତଲକୁ ଖସି ପାଇବାକୁ ଚାହେଁ ଶ୍ରୀ ମଧୁ କ୍ଷର
ପୂଜ୍ୟ ଦେଖୁଛି ସେଠି ଶୁଷ୍କ ସ୍ରୋତ ଯୁଗଳ

ଦେଉନ ସ୍ୱାଧୀନତା ପୂଜ୍ୟ ଦେବ ଆଶିଷ
ଭକ୍ତର ଭକ୍ତିକୁ ପୂଜିବାକୁ ପୂଜ୍ୟ ଅଟେ ପ୍ରୀତ

ଝରୁନି ଯଦି ସମ୍ଭାର ହେବି ମୁଁ କାହାର
ଓଠତ ଝରୁଛି, ଦେଉନ କହି, ନିଅ ପାନ କର

ସମାପ୍ତ କର ଏ ଖେଳ ଘର
ଦେଇ ତୁମ ଦେହ ପ୍ରାଣ ନକରି ସଙ୍କୋଚ

ଅଛ ସିନା ଦୁରେ ଭକ୍ତା ହୋଇ  ଶ୍ରୀଶ୍ରୀ ଙ୍କର
ଶ୍ରୀଶ୍ରୀ ହୋଇ ପୂରଣ କରୁନି ନା ତୁମ ନା ଇଚ୍ଛା ନିଜର

ତକିଆକୁ କରୁଛି ପ୍ରାଣ ପ୍ରିୟା 
ନିଦ ନହେଲେ ବୁଲାଉଛି ମୁଁହ ହାତ 
ବିଫଳ ଓ ବିବ୍ରତା

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
Sent from RediffmailNG on Android


Labels:
edit

No comments:

Post a Comment

Contact Here

Name

Email *

Message *