ମା ମୋତେ ଜନ୍ମ୍ କରନ।
Tuesday, April 12, 2022
ମା ମୋତେ ଜନ୍ମ୍ କରନ।
---------------------------
ମା ମୋତେ ଜନ୍ମ୍ କରନ।
ତୋ ପେଟ ଭିତରେ ରଖିଥା
ବାହାରେ corona ମୋତେ ଖାଇଯିବ
ବାପା ଙ୍କୁ ତ ଖାଇଲା
ତୁତ ଭୋକିଲା
କଉ ମାଲିକ ରଖିବଜେ
ମୋତେ ଜନ୍ମ ଦେବୁ
Corona ରେ ତ ହସ୍ପିଟାଲ୍ ଭର୍ତି
କିଏ ତୋତେ ବେଡ ଦେବ,
ବ୍ଲଡ଼ ନହେଲେ ତୋର ପ୍ରସୂତି ବିପଦ
ଡାକ୍ତର କହିବା ଶୁଣିଛି
ପିଲା ତ,
ନା ସ୍କୁଲ୍, ଅପାଠୁଆ ହେଲେ,
ଜେଜେ ଅଜା ଏଇ ତ ଯାଉଚ୍ଚନ୍ତି
ଗପ ଶୁଣି ଇବ, ସିଖଇବ କିଏ
ଚାଉଳ କିରାସିନ ଚିନିରେ, ତୋର ମୋର ପୁଷ୍ଟି ହୀନତା ଆଉବଢିବ
ଚାଷ ହେବନା ନାଇ ଜାଣିନି
ଉପରେ ସରକାରୀ ନିୟମ
କେତେଦିନ ପାଇଯେ...
ବାପା ତୋତେ କହୁଥିଲେ
ଆଉ ସହରକୁ ଜୀବ।ନୀ
ଏବେ କଣ କରିବୁ
ମା ମୋତେ ଜନ୍ମ୍ କରନ।
DDP
edit
No comments:
Post a Comment