ଦୁତିୟ ଦେଖା ଏକ ଗୁପ୍ତ କବିତା
Tuesday, April 26, 2022
ଦୁତିୟ ଦେଖା ଏକ ଗୁପ୍ତ କବିତା
----------------------------------
ଇଚ୍ଛା ନ ସମ୍ଭାଳି ଆଉ ଥରେ ଚାହାଁ,
ଦେଖି ଭାବିଲି ଇଚ୍ଛା ପୂର୍ଣ୍ଣ, ଭଲ ନୁହଁ,
ଦୁତିୟ ଇଚ୍ଛାରେ ପାପ କିମ୍ଵା ଜୀବନ ସାଥି,
ନିଜ ପାଇଁ ନୁହଁ ତ ଆଉ କାହା ପାଇଁ ।
ପୂର୍ଣ୍ଣ ହୁଏନି ସବୁ ବେଳେ ଦୁତିୟ ଇଚ୍ଛା
ବୁଢ଼ା, ବୁଢ଼ୀ, ଯୁବା, ଯୁବତୀ, କିଶୋର, କିଶୋରୀ, ବାଲ୍ମୀକି !
ଉତ୍ତର ଦାୟିତ୍ଵ ଥିଲାକି ?
ଦୁତିୟ ଦେଖା
ଭାବ ପ୍ରବଣତା
ଗୁପ୍ତ କବିତା
ଡୁଇଟ୍ ଡେଭିଡ ଫିଲିପ
ଏଲ.ଡି, ହାଉସ
ଆମ୍ଲାତୋଳା
ଚାଇବାସା, ଝାଡ଼ଖଣ୍ଡ,
୯୪୩୭୧୦୪୩୦୩
edit
No comments:
Post a Comment