ଔଁ- ସଦାପ୍ରଭୁ-ଇଶ୍ଵର

ଔଁ- ସଦାପ୍ରଭୁ-ଇଶ୍ଵର
----------------------
ଇଶ୍ଵର ପବିତ୍ର
ପାପ ବିହୀନ
ନା ସ୍ଥାବର ଦୃଶ୍ୟ ଜଗତେ ଦୁର୍ଗନ୍ଧ, 
ନା ଅପରିଷ୍କାର
ନା ସାମାଜିକ ଜୀବନେ ଘୃଣ୍ୟ ଆଚାର ଓ ବ୍ୟବହାର, 
ସମସ୍ତଙ୍କ ପାଇଁ କ୍ଷମା, ପ୍ରେମ, ଶାନ୍ତି, ତୃପ୍ତି, ଭୟ, ଆଦର
ନା ଆତ୍ମିକ ଜ୍ଞାନରେ ସ୍ୱଳ୍ପ ବା ସଂକ୍କିର୍ନ ସେ ଚିର ଅମର
ଉଜ୍ବଳ
କୋମଳ
ପବିତ୍ର
ସର୍ବତ୍ର 
ଉପସ୍ଥିିତ

ଯାହାର ଉପସ୍ଥିତିରେ 
ଶୁଦ୍ଧ, ସିଦ୍ଧ, ନିର୍ମଳ, ପ୍ରେମ, ସମ୍ପୂର୍ଣ୍ଣ, ଜ୍ଞାନ, ସନ୍ଥ, ଶାନ୍ତ, ଆୱାନ

ଯୌନ କ୍ରୀଡା
ଆନୁଷ୍ଠାନିକ ବିବାହରେ କି 
ପବିତ୍ର ଓ ଇଶ୍ୱରିକ?

ପବିତ୍ର ଓ ଐଶ୍ୱରୀକ ଯୌନ କ୍ରୀଡା:
କାମନା, ବାସନା, ଭୋଗ, ସମ୍ଭୋଗ ରୁ ବହିର୍ଭୁତ
ପ୍ରାର୍ଥନା ରେ ଇଶ୍ଵରଙ୍କର ଉପସ୍ଥିତିରେ ସମ୍ଭୋଗ କି ହୋଇଁ ପାରେ?
 
କାମନା, ବାସନା, ଭୋଗ, ସମ୍ଭୋଗ 
କି ପବିତ୍ର ଓ ଐଶ୍ୱରୀକ?

ହେ ପ୍ରଥମ ରାତ୍ରିର, ଅକଳଙ୍କିତ ତରୁଣୀ,
ପବିତ୍ର, ତୁମେ ଇଶ୍ଵର
ହୋଇନ ଥିଲ ଯଦି 
କହାପାଇ କାମା ଶକ୍ତ!

ମୁଁ ଅପବିତ୍ର
ପାପୀ ପିଶାଚ
କରିଛି ତୁମକୁ 
ବିବାହ ପ୍ରସ୍ତାବ ନେଇ କଳଙ୍କିତ!

ନା ମୋ ପ୍ରିୟ,
ମୁଁ ବି ପିଶାଚ, କାମନାର ବିଷ ଜହର
ଯୌବନା ଦୁଆରୁ, 
ଅଟେ ମୁଁ
ଅପବିତ୍ର!

ଆମେ ନୋହୁଁ ପବିତ୍ର
ସେ ହଁ ଇଶ୍ଵର
ଏକ ପବିତ୍ର
ଏକେଶ୍ୱର
ଆରାଧ୍ୟ ଜଗତର

ତୁମେ ହିଁ ନମସ୍ୟ
ସାଷ୍ଟଙ୍ଗ ପ୍ରଣାମ
ପାପୀ ମୁଁ ଦିଅ ଶରଣ

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
Labels:
edit

No comments:

Post a Comment

Contact Here

Name

Email *

Message *