ରାତି ରେ ତାରl, କଳା ବୋର୍ଡରେ ଧଳା

ରାତି ରେ ତାରl, କଳା ବୋର୍ଡରେ ଧଳା
------------------------------------------
ପାନ୍ଥ ସାଳା ନୁହେଁ, ଗୋଶାଳା
ମିଳିଥିଲା ଏକ ମଣିଷ ଛୁଆ, 

ବାପା ବଢେଇ
ମା ପାରା  ଦିଏ ବଳି, ମେଷ ନ ପାଇ 

କୃଶରୁ ନଧାଇ, କୃଶକୁ ଯାଇ
କି କଥା, କି ବାଣୀ ଯେ, 
ମାଳ ମାଳ ଲେଖା ଗୋଟିଏ କାହାଣୀ

ଘେରିଲେ ରୋମୀୟ, ଘେରିଲେ ଯିହୁଦୀ,  
ଲିଭି ନ ଜାଇ, ହୋଇଛି ଜ୍ୟୋତି

ବ୍ୟାପିଲା ନାହିଁ ନିଜ ଦେଶେ, 
ଦିଶୁଛି ଏବେ ସବୁ ଦେଶେ, 

ପ୍ରାୟୋଜିତ ଥିଲାକି, ଭୀରୁ ଶିଷ୍ୟଙ୍କୁ, 
ସେ ବିତ ମଲେ ଦେଖି ଗୁରୁଙ୍କୁ

ଇତିହାସ ଏହି
ଭକ୍ତଙ୍କ ଇତି

ଜନ୍ମ ପରେ ନୁହେଁ, ' ସେ ' ଜନ୍ମ୍ ପୂର୍ବେ 
ଇତିହାସ ନୁହେଁ, ' ସେ ' ଇତିହାସ ଆଗେ

ଏତେ ପିଟା ଖାଇ ହୋଇଛି ଜ୍ୟୋତି
କ୍ଷମା
ତ୍ୟାଗ
ଖାଦ୍ୟ
ଘରେ କି ସେତିକି

ସେବା ନୁହେଁ, ଖାଲି
ଅନ୍ଧ କୁ ଆଖି, ଛୋଟା କୁ ଗୋଡ,
ମୃତକୁ ଜୀବନ, ଆଉବି କିଛି

ଖାଲି ନୁହେଁ ସୁସ୍ଥତା 
ପାପୀକୁ କ୍ଷମା, ଇତିକୁ ଅନନ୍ତ

ଏବେ ଜାଣୁଛି, ଡୁଇଟ୍ ଡେଭିଡ ଫିଲିପ
ରାତି ରେ ତାରl, କଳା ବୋର୍ଡରେ ଧଳା

ଲେହିରୀ ଥାନା,
କlଟlପାର,
ବିହାରଶରିଫ, 
ନାଳନ୍ଦା, ବିହାର, ୮୦୩୧୦୧
Labels: ,
edit

No comments:

Post a Comment

Contact Here

Name

Email *

Message *